ଥୋପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତବକ) ସମ୍ପାଦନା

୧. ବନିସି କଣ୍ଟାରେ ଲଗାଯିବା ମାଛଙ୍କ ଅଧାର —୧. Bait for fish attached to an angling line.

ଡୋର ଲଗ୍ନ ଥୋପ ଯେସନ ଅନୁସାରେ ଶଫରୀ ରାଧାନାଥ. ଚନ୍ଦ୍ରଭାଗା

୨. ଗଭା; ଝରା; ଗୁଚ୍ଛ — ୨. A bunch of flowers.

ବନ୍ଧା କୁସୁମ ଥୋପ ଆସି ଲୁଚିଲାରେ କବିସୂର୍ଯ୍ୟ, ସଙ୍ଗୀତ

୩. (ଲକ୍ଷଣାର୍ଥ) ପ୍ରଲେଭନ ବସ୍ତୁ —୩. (figurative) A bait; a tempting thing.
୪. (ବଣିଆ ଶବ୍ଦ) ବାହୁରେ ଝୁଲାଇ ପିନ୍ଧିବା ଏକପ୍ରକାର ଅଳଙ୍କାର —୪. A sort of tassellated ornament which hangs down when worn.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ହିନ୍ଦୀ - ଚୋଟିବନ) ସମ୍ପାଦନା

ଦୁଇ ପାଖର ଆଗରେ ତସରର ରଙ୍ଗିନ ଫୁଲି ଲାଗିଥିବା ପାଟ ଫୁଲି (ଯାହାକୁ ସ୍ତ୍ରୀ ଓ ଶିଶୁମାନେ ଜୁଡ଼ାରେ ପିନ୍ଧନ୍ତି) — Tassellated tape used for tying chignons.