ଥୋପ
ଥୋପ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତବକ)
ସମ୍ପାଦନା- ୧. ବନିସି କଣ୍ଟାରେ ଲଗାଯିବା ମାଛଙ୍କ ଅଧାର —୧. Bait for fish attached to an angling line.
ଡୋର ଲଗ୍ନ ଥୋପ ଯେସନ ଅନୁସାରେ ଶଫରୀ ରାଧାନାଥ. ଚନ୍ଦ୍ରଭାଗା
- ୨. ଗଭା; ଝରା; ଗୁଚ୍ଛ — ୨. A bunch of flowers.
ବନ୍ଧା କୁସୁମ ଥୋପ ଆସି ଲୁଚିଲାରେ କବିସୂର୍ଯ୍ୟ, ସଙ୍ଗୀତ
- ୩. (ଲକ୍ଷଣାର୍ଥ) ପ୍ରଲେଭନ ବସ୍ତୁ —୩. (figurative) A bait; a tempting thing.
- ୪. (ବଣିଆ ଶବ୍ଦ) ବାହୁରେ ଝୁଲାଇ ପିନ୍ଧିବା ଏକପ୍ରକାର ଅଳଙ୍କାର —୪. A sort of tassellated ornament which hangs down when worn.
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - (ହିନ୍ଦୀ - ଚୋଟିବନ)
ସମ୍ପାଦନାଦୁଇ ପାଖର ଆଗରେ ତସରର ରଙ୍ଗିନ ଫୁଲି ଲାଗିଥିବା ପାଟ ଫୁଲି (ଯାହାକୁ ସ୍ତ୍ରୀ ଓ ଶିଶୁମାନେ ଜୁଡ଼ାରେ ପିନ୍ଧନ୍ତି) — Tassellated tape used for tying chignons.