ଥୋଡ଼ୁଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ଥୋଡ଼; ଧାନଗଛର ଗର୍ଭରେ ଥିବା ଧାନ କେଣ୍ଡା —Ear of paddy while inside the stem.