ଥୋଡ଼ମଞ୍ଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଛୋଟ ମଞ୍ଜ; ଗଛ ଭିତରୁ ଭଣ୍ଡା ବାହାରି ଥିବା, କିନ୍ତୁ କଦଳୀ ବାହାରି ନ ଥିବା କଦଳୀ ପେଣ୍ଡା —The spathe of a plantain tree which has just come out of the truck