ଥୋଇବା
ଥୋଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ଥା ଧାତୁ ଣିଚ୍=ସ୍ଥାପି ଧାତୁ)
ସମ୍ପାଦନା- ୧. ବନ୍ଧା ପକାଇବା; ବନ୍ଧକଦେବା — ୧. To pledge.
- ୨. ରଖିବା —୨. To keep.
ଥୋଇ ହୃଦସ୍ଥଳେ ନ କର ବିକଳ କବିସୂର୍ଯ୍ୟ କିଶୋରୀଚମ୍ପୂ ଥ ଗୀତ
- ୩. ସ୍ଥାପନ କରିବା —୩. To place; to set; to put down.
- ୪. ନ୍ୟାସ କରିବା —୪. To deposit; to eep in trust.
- ୫. ସଞ୍ଚୟ କରିବା —୫. To store up.
- ୬. ଉପୁଜାଇବା; ଜାତ କରାଇବା —୬. To produce.
ଜନ ହୃଦେ ଥୋଇ ଦିଅନ୍ତି ଭୟଯାକ କୃଷ୍ଣସିଂହ. ମହାଭାରତ ବନ
- ୭. ବଞ୍ଚାଇ ରଖିବା; ଜିଆଇବା — ୭. To bring up; to let live.
ଏ ବାଳବଧୀ ସ୍ୱାମୀ ଦ୍ରୋହୀ ଏହାକୁ ଦଣ୍ଡେହେଁ ନ ଥୋଇ ଜଗନ୍ନାଥ. ଭାଗବତ
ବିଶେଷଣ -
ସମ୍ପାଦନା- ୧. ରଖାଯାଇଥିବା —୧. Kept.
- ୨. ସଞ୍ଚିତ —୨. Hoarded; stored.
- ୩. ସଞ୍ଚୟକାରୀ; ଯେ ରଖିଥାଏ — ୩. Keeper; one who has kept or stored.
(ଯଥା—ଧନ ଥୋଇବା ଲୋକ ମରିଯିବାରୁ ପୁଅମାନେ ତାହା ଉଡ଼ାଇ ଦେଲେ)