ଥେଣ୍ଟା
ଥେଣ୍ଟା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥେଣ୍ଟା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ମୁଥ; ଗାଲରେ ମୁଷ୍ଟି ପ୍ରହାର — ୧. A box on the cheek, a fist blow on the ear or the side of the face.
- ୨. ଖୁଣ୍ଟା; ଖେଣ୍ଟା —୨. Protruding; stubble.
ଥେଣ୍ଟିଆ, ଥେଣ୍ଟୁ, ଥେଣ୍ଟୁଆଅନ୍ୟରୂପ
(ଥେଣ୍ଟୀ, ଥେଣ୍ଟେଈ. ଥେଣ୍ଟୋଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଥେଣ୍ଟାପଣ, ଥେଣ୍ଟାପଣବି
ବିଶେଷଣ -
ସମ୍ପାଦନା- ୧. ଉତ୍ତରଦାୟକ (ଭୃତ୍ୟ), ଅମାନିଆ; ଠେଁସା; ମଗରା — ୧. Insubordinate; disobedient.
- ୨. ଯେ ଗୁରୁଜନଙ୍କ ଆଦେଶକୁ ଅବଜ୍ଞା କରେ; ଅବାଧ୍ୟ —୨. one who disregards the orders of one's superiors; recalcitrant.
- ୩. ଜିଦ୍ଦିବାଜ୍ —୩. Obstinate; self willed; stubborn (Beams).