ଥେଣ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମୁଥ; ଗାଲରେ ମୁଷ୍ଟି ପ୍ରହାର — ୧. A box on the cheek, a fist blow on the ear or the side of the face.
୨. ଖୁଣ୍ଟା; ଖେଣ୍ଟା —୨. Protruding; stubble.

ଥେଣ୍ଟିଆ, ଥେଣ୍ଟୁ, ଥେଣ୍ଟୁଆଅନ୍ୟରୂପ

(ଥେଣ୍ଟୀ, ଥେଣ୍ଟେଈ. ଥେଣ୍ଟୋଈ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଥେଣ୍ଟାପଣ, ଥେଣ୍ଟାପଣବି

ବିଶେଷଣ - ସମ୍ପାଦନା

୧. ଉତ୍ତରଦାୟକ (ଭୃତ୍ୟ), ଅମାନିଆ; ଠେଁସା; ମଗରା — ୧. Insubordinate; disobedient.
୨. ଯେ ଗୁରୁଜନଙ୍କ ଆଦେଶକୁ ଅବଜ୍ଞା କରେ; ଅବାଧ୍ୟ —୨. one who disregards the orders of one's superiors; recalcitrant.
୩. ଜିଦ୍ଦିବାଜ୍ —୩. Obstinate; self willed; stubborn (Beams).