ଥେଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୃଷ୍ଟ) ସମ୍ପାଦନା

୧. ଦୁଷ୍ଟ ଲୋକ — ୧. A wicked person.
୨. ଚୋର —୨. A thief.
୩. ଖଣ୍ଟ; ଡ଼କାଇତ —୩. Robber.

ଏ ବାହାରେ ଯେ ଥେଣ୍ଟା ଖଣ୍ଟ ହୋଇ ଗୋଟି କରନ୍ତି ସେ ସ୍ଥାନରେ ଧନ ବସ୍ତ୍ର ଲୁଟି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ

୪. ଥଣ୍ଟ; ଚଞ୍ଚୁ —୪. Beak.

ବିଶେଷଣ - ସମ୍ପାଦନା

୧. ଫିଟ୍ଫିଟ୍ —୧. Foppish.
୨. ସମ୍ପୁର୍ଣ୍ଣ —୨. Complete; pure and simple.

(ଯଥା—ଥେଣ୍ଟ ବାବୁ)

୩. ଅମିଶ୍ରିତ —୩. Pure; unmixed.

(ଯଥା—ଥେଣ୍ଟ ହିନ୍ଦି)

ବିଣରବିଶେଷଣ - ସମ୍ପାଦନା

୧. ଅତ୍ୟନ୍ତ; ନିତାନ୍ତ —୧. Very; extremely.
୨. ସମ୍ପୂର୍ଣ୍ଣରୂପେ; ନିପଟ —୨. Fully.

(ଯଥା—ଥେଣ୍ଟ ବଜାରି)

୩. ଅମିଶ୍ରିତରୂପେ —୩. Purely.