ଥେକିବା
ଥେକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥେକିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଭୂଇଁରେ ଟିପ ଭରା ଦେବା — ୧. To support one's self by putting the thumb on the ground.
ହିମାଳୟ ଶିଖେ ଆଙ୍ଗୁଷ୍ଠିଟିଏ ଥେକି ତପ କଲେ ଖର୍ବ ସୁଖ ଭାକି କୃଷ୍ଣସିଂହ. ମହାଭାରତ ଶାନ୍ତି
- ୨. ଖୋବିବା; ଭୂଷିବା; କାହିରି ଭିତରକୁ କୌଣସି ପଦାର୍ଥ ଭେଦ କରିବା —୨. To poke.