ଥୁରୁଥୁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଥୁରଥୁରିଆ, ଥୁରୁଥୁରିଆଅନ୍ୟରୂପ

(ଥୁର(ରୁ)ଥୁରୀ; ଥୁର(ରୁ)ଥରେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଥରଥରା; କମ୍ପମାନ; ଯେ ଥରେ — ୧. Trembling; shaking; tremulous; crazy,
୨. ଭୟାଳୁ —୨. Timid.
୩. ଅତି ବୃଦ୍ଧ ଓ କମ୍ପିତ କଳେବର — ୩. Shaky; decrepit.