ଥୁରୁଥୁରା
ଥୁରୁଥୁରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥୁରୁଥୁରା
|
ଥୁରଥୁରିଆ, ଥୁରୁଥୁରିଆଅନ୍ୟରୂପ
(ଥୁର(ରୁ)ଥୁରୀ; ଥୁର(ରୁ)ଥରେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ଥରଥରା; କମ୍ପମାନ; ଯେ ଥରେ — ୧. Trembling; shaking; tremulous; crazy,
- ୨. ଭୟାଳୁ —୨. Timid.
- ୩. ଅତି ବୃଦ୍ଧ ଓ କମ୍ପିତ କଳେବର — ୩. Shaky; decrepit.