ଥୁବୁଡ଼ୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସ୍ତ୍ରୀ ସମ୍ପାଦନା

୧. ବୟସ୍କା ଓ ଅବିବାହିତା (କନ୍ୟା) — (a girl) Who has long past the marriageable age; old yet unmarried (woman).

କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ, ରଖିବା ସେଇଟା ନିହାତି ନିଲଠାପଣିଆ କଥା ଫକୀରମୋହନ, ଗଳ୍ପସ୍ୱଳ୍ପ