ଥୁବୁଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥବିର) ସମ୍ପାଦନା

୧. ମୁଣ୍ଡା; ଦାଢ଼ ନ ଥିବା; ଦନ୍ଥରା —୧. Blunt.
୨. ଦରବୁଡ଼ା; ଅତି ବୃଦ୍ଧ — ୨. An elderly person.
୩. ଦରବୁଢ଼ା ହବା ପର୍ଯ୍ୟନ୍ତ ଯେ ଆବିବାହିତ ରହେ — ୩. Old bachelor; a man who has long passed his marriageable age but still unmarried.
୪. ନତ —୪. Bent.
୫. ନୁର୍ଲ୍ଲଜ; ଥୋବରା —୫. Shameless.