ଥୁପନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ମରହଟ୍ଟୀ ପାଲିଙ୍କି ଭିତରେ ଝୁଲୁଥିବା ସୁତା ବା ରେସମ ସ୍ତବକ —Tassols.

ପାଲକି ଥୁପନା ପରି ବୁଢ଼ିଆଣୀ ବସା ମେଞ୍ଚା ହୋଇ ଝୁଲୁଅଛି ଫକୀରମୋହନ. ଛମାଣଆଠଗୁଣ୍ଠ