ଥୁତ୍କାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - (ତୁତ୍+କୃ ଧାତୁ+ଭାବ. ଅ) ସମ୍ପାଦନା

ଛେପ ପକାଇବା —Spitting.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଛେପ —୧. Spittle.
୨. ଧିକ୍କାର —୨. Contemptuous dispargement.