ଥୁତୁକାରିବା
ଥୁତୁକାରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥୁତୁକାରିବା
|
ଦେଶଜ - କ୍ରି. (ସଂସ୍କୃତ - ଧିକ୍କାର; ତିରସ୍କାର)
ସମ୍ପାଦନା- ୧. ଘୃଣାରେ କୌଣସି ବ୍ୟକ୍ତି ଉପରେ ଛେପ ପକାଇବା —୧. To spit on a person.
- ୨. ଧିକ୍କାର କରିବା —୨. To cry down a person contemptuously.
ଥୁତୁକାରିବା
|