ଥୁକୀଥା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

'ଥୁକ୍' ବା 'ଥୁକୀଥା' ଶବ୍ଦ ଉଚ୍ଚାରଣ କରି କୌଣସି ପଦାର୍ଥକୁ ଅନ୍ୟ ବ୍ୟକ୍ତି ସ୍ପର୍ଶ କରିବ ନାହିଁ ବୋଲି ନିଷେଧ କରିବା