ଥୁକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - କ୍ରି.

(ଥୁକିବା କ୍ରିୟାର ଣିଜନ୍ତରୂପ;) — Causative form of Thukibā.

୧. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ବ୍ୟକ୍ତି ଉପରେ ଛେପ ପକାଇବା କର୍ମ କରାଇବା —୨. To cause others to spit upon a person.

(ଯଥା—ଜମିଦାର ପାଣଙ୍କଦ୍ୱାରା ହାଟୁଆ ପ୍ରଜା ମୁହଁରେ ଥୁକାଇ କରି ହାଟୁଆ ପ୍ରଜାର ଜାତି ନେଲେ)

୨. ପାଟିରେ ପୁରାଇଥିବା ଜିନିଷକୁ କାଢ଼ି ପକାଇବା ପାଇଁ ବାଧ୍ୟ କରିବା —୨. TO cause a person to spit up anything hehas got in his mouth.

(ଯଥା—ପିଲା ଗୁଡ଼ାଏ ମାଟି ପାଟିରେ ପୁରାଇ ଥିବାର ଦେଖି ବାପା ପିଲାଙ୍କୁ ସେ ମାଟିଗୁଡ଼ାକ ଥୁକାଇ ଦେଲେ)