ଥୁକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ଥୁ=ଛେପ ପକାଇବା ଧ୍ୱନିରୁ) ସମ୍ପାଦନା

୧. ପଠିତ ପୁସ୍ତକ ମଧ୍ୟରେ ରଖିବା ଚିହ୍ନ —୧. Book-mark.
୨. ପାଟିରୁ ଫିଙ୍ଗାଯିବା ଛେପ — ୨. Spittle.

ଲୋକମାନେ ଥୁକ ପକାଇବାକୁ ସୁଧା ବେଳ ଦେଉ ନାହାନ୍ତି ଫକୀରମେହନ. ଛମାଣ ଆଠଗୁଣ୍ଠ