ଥୁଆ ହେବା
ଥୁଆ ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥୁଆ ହେବା
|
ଦେଶଜ - କ୍ରି.
ସମ୍ପାଦନା(ଥୋଇବା କ୍ରିୟାର କର୍ମବାଚ୍ୟରୂପ) ରଖା ଯାଇଥିବା —To be placed.
ଥୁଆ ହୋଇଥିଲା ଦାଣ୍ଡରେ ସିଂହଭାଗ, ବିଲୁଆ ହୋଇତୁହି କଲୁ ତ ସରାଗ କୃଷ୍ଣସିଂହ. ମହାଭାରତ. ବନ
ଥୁଆ ହେବା
|
(ଥୋଇବା କ୍ରିୟାର କର୍ମବାଚ୍ୟରୂପ) ରଖା ଯାଇଥିବା —To be placed.
ଥୁଆ ହୋଇଥିଲା ଦାଣ୍ଡରେ ସିଂହଭାଗ, ବିଲୁଆ ହୋଇତୁହି କଲୁ ତ ସରାଗ କୃଷ୍ଣସିଂହ. ମହାଭାରତ. ବନ