ଥୁଆଥୋଇ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଶୂଦ୍ରମାନଙ୍କ ଘରେ ବିଧବାବିବାହ ବା ଦୂତୀୟ ପ୍ରଥା —୧. The system of widow marriage amongst the Ṡūdras.
୨. ବିଭିନ୍ନ ପଦାର୍ଥମାନଙ୍କୁ ଯଥାସ୍ଥାନରେ ରଖିବା — ୨. Keeping things in proper order.