ଥୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ) ସମ୍ପାଦନା

ସ୍ଥାପନ — Placing.

ବିଶେଷଣ - ସମ୍ପାଦନା

୧. ସ୍ଥିତ —୧. Placed; put.
୨. ରକ୍ଷିତ —୨. Kept; preserved.

ବହୁତ କାଳରୁ ଥୁଆ ଧନୁ ଭାଙ୍ଗି ପୁଣି ଭଞ୍ଜ. ବୈଦହୀଶବିଳାସ

୩. ସ୍ଥାପିତ —୩. Set down.