ଥୁଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ଥା ଧାତୁର ଣିଜନ୍ତ ସ୍ଥାପି ଧାତୁ, ଥୋଇବା ଓଡ଼ିଆ ଧାତୁର ଦ୍ୱିତୀୟ ପୁରୁଷ ଅନୁଜ୍ଞା) ସମ୍ପାଦନା

୧. (ତୁମ୍ଭେ) ରଖ —(you) Do keep.

ଏହାକୁ ପ୍ରାଣ ମାତ୍ରେ ଥୁଆ ରାଜ୍ୟୁ ବାହାର କରି ଦିଅ ଜଗନ୍ନାଥ. ଭାଗବତ

୨. ସ୍ଥାପନ କର —୨. (you) Do place.