ଥୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - (ପ୍ରତ୍ୟୟ) (ପଞ୍ଚମୀ ବିଭକ୍ତିବାଚକ ପ୍ରତ୍ୟୟ) ସମ୍ପାଦନା

୧. ଠାରୁ — ୧. From.
୨. ଅପେକ୍ଷା —୨. Than.

(ଥୁ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

(ଥୁଃ—ଅନ୍ୟରୂପ)

ଦେଶଜ - (ଛେପ ପକାଇବା ଧ୍ୱନ୍ୟନୁକରଣ) ଅ ସମ୍ପାଦନା

୧. (ଘୃଣାର୍ଥକ) ଛି ! ଧିକ୍ ! —Fie !
୨. (ଘୃଣା ପ୍ରକାଶପୂର୍ବକ କୌଣସି ବସ୍ତୁ ବା ମନୁଷ୍ୟ ଉପରେ ଛେପ ପକାଇବା ବେଳେ ଉଚ୍ଚାରିତ ଶବ୍ଦ)—ମୁଁ ତୋତେ ଘୃଣା କରୁଛି —୨. I spit on thee.

ଅନୁବାଦ ସମ୍ପାଦନା

ବିଶେଷ୍ୟ - (ଛେପ ପକାଇବାବେଳେ ଜିଭ ଓ ଦାନ୍ତଦ୍ୱାରା ଉଚ୍ଚାରିତ ଧ୍ୱନ୍ୟନୁକରଣ) ସମ୍ପାଦନା

ଛେପ; ଛାପ; ନିଷ୍ଠୀବନ; ପିକ — Spittle; saliva.