ଥୁ
ଥୁ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - (ପ୍ରତ୍ୟୟ) (ପଞ୍ଚମୀ ବିଭକ୍ତିବାଚକ ପ୍ରତ୍ୟୟ)
ସମ୍ପାଦନା- ୧. ଠାରୁ — ୧. From.
- ୨. ଅପେକ୍ଷା —୨. Than.
(ଥୁ—ଅନ୍ୟରୂପ)
ଅନୁବାଦ
ସମ୍ପାଦନା(ଥୁଃ—ଅନ୍ୟରୂପ)
ଦେଶଜ - (ଛେପ ପକାଇବା ଧ୍ୱନ୍ୟନୁକରଣ) ଅ
ସମ୍ପାଦନା- ୧. (ଘୃଣାର୍ଥକ) ଛି ! ଧିକ୍ ! —Fie !
- ୨. (ଘୃଣା ପ୍ରକାଶପୂର୍ବକ କୌଣସି ବସ୍ତୁ ବା ମନୁଷ୍ୟ ଉପରେ ଛେପ ପକାଇବା ବେଳେ ଉଚ୍ଚାରିତ ଶବ୍ଦ)—ମୁଁ ତୋତେ ଘୃଣା କରୁଛି —୨. I spit on thee.
ଅନୁବାଦ
ସମ୍ପାଦନାବିଶେଷ୍ୟ - (ଛେପ ପକାଇବାବେଳେ ଜିଭ ଓ ଦାନ୍ତଦ୍ୱାରା ଉଚ୍ଚାରିତ ଧ୍ୱନ୍ୟନୁକରଣ)
ସମ୍ପାଦନାଛେପ; ଛାପ; ନିଷ୍ଠୀବନ; ପିକ — Spittle; saliva.