ଥିରିଥିରି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା
୧. ଚୁପ୍ ହୋଇ — ୧. Silently.
୨. ସ୍ଥିରଭାବରେ —୨. Quietly.
୩. ଧୀରେ ଧୀରେ —୩. Slowly.
୪. ଉଶ୍ୱାସ କରି —୪. Lightly; gently.



ଥିରିଥିରି

ଉଚ୍ଚାରଣ

ସମ୍ପାଦନା

ଗ୍ରାମ୍ୟ - ବିଶେଷଣ -

ସମ୍ପାଦନା

ଧୀର; ଅଚଞ୍ଚଳ — Slow; quiet.

ଗ୍ରାମ୍ୟ - କ୍ରି.ବିଶେଷଣ -

ସମ୍ପାଦନା
୧. ଧୀରସ୍ଥିରଭାବରେ —୧. Gently.
୨. ଧୀରେ ଧୀରେ —୨. Slowly.