ଥିରଥିର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

୧. ଚୁପ୍ ହୋଇ — ୧. Silently.
୨. ସ୍ଥିରଭାବରେ —୨. Quietly.
୩. ଧୀରେ ଧୀରେ —୩. Slowly.
୪. ଉଶ୍ୱାସ କରି —୪. Lightly; gently.