ଥିରତୋଡ଼ାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଖାଳ ଭାତକୁ କିଛିକ୍ଷଣ ରଖିଦେଲେ ଭାତଯାକ ତଳକୁ ବସିଯାଇ ଯେଉଁ ପରିଷ୍କାର ତୋଡ଼ାଣି ଉପରେ ଥାଏ —The purely watery portion of boiled rice water after the rice settles downat the bottom of the pot.