ଥାମିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ତନଭ୍ ଧାତୁ; ସ୍ତମ୍ଭନ) ସମ୍ପାଦନା

୧. ସ୍ଥମ୍ଭିତ ହେବା — ୧. To stop; to halt.


ଅନୁବାଦ ସମ୍ପାଦନା

୨. ତୁନି ହେବା —୨. To cease talking.
୩. କ୍ଷାନ୍ତ ହେବା; ନିବୃତ୍ତ ହେବା — ୩. To forbear.