ଥାବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ମେଦିନୀପୁର ଓ ବାଲେଶ୍ୱର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ) ସମ୍ପାଦନା

ବାଘ ଭାଲୁ ଆଦି ଜୀବଜନ୍ତୁଙ୍କର କରତଳ —The paw or claws of an animal.