ଥାପି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୁମ୍ଭାରଙ୍କର ପିଟଣା; ଯେଉଁ ପିଟଣାଦ୍ୱାରା କୁମ୍ଭାର— ମାନେ କଞ୍ଚା ହାଣ୍ଡି ଆଦିକୁ ପିଟନ୍ତି; କୋବା; ପିଟଣା — ୧. A flat piece of wood used by potters to pat the wet earthen pots.
୨. ପଥୁରିଆଙ୍କ ବ୍ୟବହୃତ ନିହଣ — ୨. A stone mason's chisel.
୩. ଶାନ୍ତି —୩. Calmness; peace.

ବିଶେଷଣ - (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ କିମ୍ୱା ସ୍ଥାପି ଧାତୁ) ସମ୍ପାଦନା

୧. ସ୍ଥିର — ୧. Fixed.
୨. ଶାନ୍ତି —୨. Appeased; calm.

କ୍ରି.ବିଶେଷଣ - ସମ୍ପାଦନା

୧. ଧୀରେ —୧. Quietly; slowly.
୨. ଶାନ୍ତଭାବରେ —୨. Calmly.
୩. ସ୍ଥିର କରି —୩. With certainty

ଥାପିରେ କହ ତଥାପିରେ ପ୍ରିୟସଖି—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଥ ଗୀତ