ଥାପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାପି ଧାତୁ) ସମ୍ପାଦନା

ବଣିଅଙ୍କର ଯେଉଁ ଛାଞ୍ଚରେ ତରଳ ବସ୍ତୁ ଢଳାଯାଏ —A goldsmith's mould.

===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଟାପ, ଟାପୀ)

ମାଛ ଧରିବା ଯନ୍ତ୍ର; ପୋଳୁହ —A turn cated basket like contrivance for catching fish.