ଥାପନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାପନ) ସମ୍ପାଦନା

୧. ପ୍ରିତିଷ୍ଠାନ; ସ୍ଥାପନ କରିବା; ବସାଇବା —୧. Act of establishing or setting up.

ଏମନ୍ତ ପ୍ରତିମା ସ୍ଥାପନ କରି, ପୂନଇ ଏହି ଦିଅଁ ବୋଲି କରି ପ୍ରାଚୀ. ପରଚେଗୀତା

୨. ରଖିବା —୨. Placing; putting.

ବିଶେଷଣ - ସମ୍ପାଦନା

୧. ସ୍ଥାପିତ ହୋଇଥିବା —୧. Set up.
୨. ପ୍ରତିଷ୍ଠିତ —୨. Placed.