ଥାନ ମୁନ୍ଦୁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଥାନମୁଣ୍ଡା, ଥାନମୁଦ୍ରାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ+ମୁଦ୍ରା) ସମ୍ପାଦନା

କପାଳର ଦୁଇପାଖ; ଯେଉଁ ସ୍ଥାନ ମୁଣ୍ଡ ବଥାଇଲେ ଡ଼ିଏଁ ବା ବିନ୍ଧେ —The temples of the head.

ଜଣଙ୍କର ମୁଣ୍ଡ ବଥାଇଲେ ଆଉ ଜଣଙ୍କର ଥାନମୁନ୍ଦୁରା ପଡ଼େ ପଞ୍ଚାମୃତ, ୫୧: —୭ ପୃଷ୍ଠା