ଥାନାପତି
ଥାନାପତି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଥାନପତି)
ସମ୍ପାଦନା- ୧. ମଠର ଅଧୀନ ଗ୍ରାମର ଶାସକ କର୍ମଚାରୀବିଶେଷ — ୧. A village-offical under an endowment.
- ୨. ହାଟୁଆ ସମ୍ପ୍ରଦାୟର ମୁଖିଆ ବ୍ୟକ୍ତି — ୨. A headman amongst th 'Hāṭuā' castes.
- ୩. ଗ୍ରାମର ମୁଖିଆ ବ୍ୟକ୍ତି, ସ୍ଥାନାଧିପତି — ୩. Headman of a village.
- ୪. ଗ୍ରାମର ଅଧିଷ୍ଠାତ୍ରୀ ଦେବତା; ଗ୍ରାମଦେବତା — ୪. Presiding Deity of a village.