ଥାନା
ଥାନା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ)
ସମ୍ପାଦନା- ୧. ପ୍ରହରୀ ବା ଚୌକୀଦାରମାନଙ୍କ ଆଡ଼ା —୧. Out post.
- ୨. ସୈନ୍ୟମାନଙ୍କର ଚଉକୀ —୨. A military post.
- ୩. ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଶାନ୍ତିରକ୍ଷାର ଭାରପ୍ରାପ୍ତ ପୁଲିସ କର୍ମଚାରୀଙ୍କର ଅଫିସ; ପୁଲିସ୍ ଷ୍ଟୋସନ୍ — Police station.
[ଦ୍ରଷ୍ଟବ୍ୟ —ଗୋଟିଏ ଥାନା ଅଧୀନରେ କେତେଗୁଡ଼ିଏ ପ୍ରଗନ୍ନା ଥାଏ]