ଥାଥାମାମା
ଥାଥାମାମା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥାଥାମାମା
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କୌଣସି କାର୍ଯ୍ୟ କରିବାକୁ ଇତ— ସ୍ତତଃ ହେବା; ଦ୍ୱିଧା କରିବା — Wavering.
- ୨. କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା — ୨. Shrinking from doing a work.
- ୩. କୌଣସି କଥା କହିବାକୁ କୁଣ୍ଠିତ ହେବା — ୩. Prevarication.
- ୪. ସନ୍ଧିହାନ ହେବା —୪. Heasitancy.
- ୫. ସନ୍ଦେହ —୫. Doubt.
ବିଶେଷ୍ୟ -
ସମ୍ପାଦନା- ୧. ସନ୍ଧିହାନ —୧. Wavering.
- ୨. କୁଣ୍ଠିତ —୨. Prevarication.
- ୩. କୌଣସି କାର୍ଯ୍ୟ କରିବାକୁ ଇତସ୍ତତଃ କରୁଥିବା — ୩. Hesitating.
- ୪. ପଶ୍ଚାତ୍ପଦ —୪. Shrinking.