ଥାତାମାମା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି କାର୍ଯ୍ୟ କରିବାକୁ ଇତ— ସ୍ତତଃ ହେବା; ଦ୍ୱିଧା କରିବା — Wavering.
୨. କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା — ୨. Shrinking from doing a work.
୩. କୌଣସି କଥା କହିବାକୁ କୁଣ୍ଠିତ ହେବା — ୩. Prevarication.
୪. ସନ୍ଧିହାନ ହେବା —୪. Heasitancy.
୫. ସନ୍ଦେହ —୫. Doubt.

ବିଶେଷ୍ୟ - ସମ୍ପାଦନା

୧. ସନ୍ଧିହାନ —୧. Wavering.
୨. କୁଣ୍ଠିତ —୨. Prevarication.
୩. କୌଣସି କାର୍ଯ୍ୟ କରିବାକୁ ଇତସ୍ତତଃ କରୁଥିବା — ୩. Hesitating.
୪. ପଶ୍ଚାତ୍ପଦ —୪. Shrinking.