ଥାଟ
ଥାଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିତି; ସଂସ୍କୃତ - ସ୍ଥାତ; ସ୍ଥାତା=ସ୍ଥି ତିଶୀଳ; ଦଣ୍ଡାୟ— ମାନ)
ସମ୍ପାଦନା- ୧. ସୈନ୍ୟଦଳ —୧. Army.
ସାନିଦୀ ସଟିନୀ—ତୀରେ ପ୍ରବେଶନ୍ତେ, ଉକଳପତିଙ୍କ ଥାଟ ରାଧାନାଥ. ପାର୍ବତୀ
- ୨. ପ୍ରତିମାର ମେଢ଼; ଢ଼ାଞ୍ଚା —୨. A frame work for an image's frame.
- ୩. ଧଡ଼; କଙ୍କାଳ —୩. Skeleton.
- ୪. ଚାଳର ବାଉଁଶନିର୍ମିତ ଆବରଣ —୪. The frame work for a thatched roof.
- ୫. ବାହ୍ୟ ଆଡ଼ମ୍ୱର; ଢ଼ପ — ୫. Out-ward frame; out-ward show.
- ୬. ସମୂହ —୬. Collection.
ଅଗୁରୁ ଧୁମ ଘନ ମଣି କେକୀ ଥାଟ କୃଷ୍ଣସିଂହ. ମହାଭାରତ. ବନ