ଥାକ କରିବା
ଥାକ କରିବା
ଉଚ୍ଚାରଣ
ସମ୍ପାଦନା(ଥାକ ମାରିବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଥାକ କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ସ୍ତରେ ସ୍ତରେ ସଜ୍ଜିତ କରିବା — ୧. To arrange in layers.
- ୨. ଛୋଟ ଛୋଟ ଗଦାରେ ସଜ୍ଜିତ କରିବା —୨. To arrange in small heaps or stacks.
- ୩. ଶ୍ରେଣୀ ବିଭାଗ କରିବା — ୩. To sort; to classify.
- ୪. ଲୁଗା ଆଦିକୁ ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା — ୪. To fold.