ଥାକ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଥାକ ମାରିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ସ୍ତରେ ସ୍ତରେ ସଜ୍ଜିତ କରିବା — ୧. To arrange in layers.
୨. ଛୋଟ ଛୋଟ ଗଦାରେ ସଜ୍ଜିତ କରିବା —୨. To arrange in small heaps or stacks.
୩. ଶ୍ରେଣୀ ବିଭାଗ କରିବା — ୩. To sort; to classify.
୪. ଲୁଗା ଆଦିକୁ ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା — ୪. To fold.