ଥାକୁଲ୍ଥାକୁଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଥାକୁଲ ଥୁକୁଲ, ଥାକୁଲୁ ଥାକୁଲୁ, ଥାକୁଲୁ ଥୁକୁଲୁଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥୂଳ) ସମ୍ପାଦନା

୧. ଥଲ୍ଥଲିଆ; ସ୍ଥୂଳକାୟ ଓ ଦେହରୁ ମାଂସପୁଟା ଓହଳି ପଡ଼ୁଥିବା —୧. Corpulent; stout.

ଗଛ ଦିଓଟି ଅଧାଭଳିଆ ଥାକୁଲ ଥାକୁଲ— ଫକୀରମୋହନ, ଛମାଣ ଆଠଗୁଣ୍ଠ

୨. ଥଲ ଥଲ; କୋମଳ ଓ କାଦୁଆ — ୨. Flabby; soft and thick.
୩. ଲେସଡ଼ି ପଡ଼ୁଥିବା —୩. Soft and waxy.