ଥାକୁଲୁଥାକୁଲୁ
ଥାକୁଲୁଥାକୁଲୁ
ଉଚ୍ଚାରଣ
ସମ୍ପାଦନାଥାକୁଲ ଥୁକୁଲ, ଥାକୁଲୁ ଥାକୁଲୁ, ଥାକୁଲୁ ଥୁକୁଲୁଅନ୍ୟରୂପ
ଅନୁବାଦ
ସମ୍ପାଦନାଥାକୁଲୁଥାକୁଲୁ
|
ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥୂଳ)
ସମ୍ପାଦନା- ୧. ଥଲ୍ଥଲିଆ; ସ୍ଥୂଳକାୟ ଓ ଦେହରୁ ମାଂସପୁଟା ଓହଳି ପଡ଼ୁଥିବା —୧. Corpulent; stout.
ଗଛ ଦିଓଟି ଅଧାଭଳିଆ ଥାକୁଲ ଥାକୁଲ— ଫକୀରମୋହନ, ଛମାଣ ଆଠଗୁଣ୍ଠ
- ୨. ଥଲ ଥଲ; କୋମଳ ଓ କାଦୁଆ — ୨. Flabby; soft and thick.
- ୩. ଲେସଡ଼ି ପଡ଼ୁଥିବା —୩. Soft and waxy.