ଥାକୁଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଥାକୁଲୀ—ସ୍ତ୍ରୀ)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥୂଳକାୟ) ସମ୍ପାଦନା

ସ୍ଥୂଳକାୟ; କୋଧା — Corpulent; fat; very stout.

ବିଭା ହୋଇଥିଲି ଥାକୁଲାଟାକୁ ଚୁଡ଼ାକୁଟି ଖାଇବାକୁ—ଢଗ