ଥାକବସ୍ତି
ଥାକବସ୍ତି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ହିନ୍ଦୀ - ଥୋକବସ୍ତ; ଥାକ=ଗାଆଁର ସରହଦ)
ସମ୍ପାଦନା- ୧. ଜମିର ସୀମା ନିର୍ଦ୍ଧାରଣସୂଚକ ମାପ ବା ଜରୀବ୍ —୧. Cadastral survey.
- ୨. ଭିନ୍ନ ଭିନ୍ନ କ୍ଷେତ୍ରର ସୀମା ନିର୍ଦ୍ଧାରଣ — ୨. Ascertainment or filing up of the boundaries of different plots.
- ୩. ଭିନ୍ନ ଭିନ୍ନ କ୍ଷେତ୍ରର ଶ୍ରେଣୀ ନିରୂପଣ — ୩. Classification of different classes of lands.
- ୪. ଜମିର ସୀମା ଆଦି ନିରୂପକ କାଗଜପତ୍ର — ୪. Zamindari papers relating to cadastral survey.