ଥାକ
ଥାକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ସଂସ୍କୃତ - ସ୍ତବକ; ସ୍ତୋମକ; ତୁଳ ଇଂରାଜୀ - ଷ୍ଟାକ୍=ରାଶି; ଗଦା; ଷ୍ଟକ୍=ଭଣ୍ଡାର୍)
ସମ୍ପାଦନା- ୧. ପ୍ରସ୍ତ; ପରସ୍ତ; ସ୍ତର — ୧. Layer; fold; stratum.
- ୨. ଧାରାବାହିକ; ଶ୍ରେଣୀ —୨. Series.
- ୩. ଧାଡ଼ି; ପଂକ୍ତି; ଶ୍ରେଣୀ —୩. Line; row.
- ୪. ଛୋଟ ଗଦା —୪. Small heap; stack.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ତାକ)
ସମ୍ପାଦନା- ୧. କାନ୍ଥକୁରା; କାନ୍ଥ ଦେହରେ ଦ୍ରବ୍ୟାଦି ରଖିବାର ଠଣା — ୧. A niche in the wall; a recess in a wall.
- ୨. ଆଲମାରିର ଗୋଟିଏ ଫାଙ୍କ — ୨. A shelf of an almirah.
ବିଶେଷଣ -
ସମ୍ପାଦନାଛୋଟ —Small.