ଥାଉ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. (କୌଣସି କାର୍ଯ୍ୟ) ଏହିଠାରେ ବନ୍ଦ ହେଉ — ୧. Let us stop.
୨. ବନ୍ଦକର; ସ୍ଥଗିତ କର —୨. Stop.
୩. ଅପେକ୍ଷା କର —୩. Wait.

କ୍ରି. (ଅସମାପିକା) ସମ୍ପାଦନା

ଥାଇ (ଦେଖ) - —Thāi (See)


ଦିନ ବା ରାତି ବାକି ଥାଉ ବାଟ ନ ଚାଲନ୍ତି ଥାଉ ପହରେ ପ୍ରତାପ. ଶଶିଶେଣା