ଥାଈ
ଥାଈ
ଉଚ୍ଚାରଣ
ସମ୍ପାଦନା(ଥାଇତ୍, ଥାଇତି—ଅନ୍ୟରୂପ)
ଅନୁବାଦ
ସମ୍ପାଦନାବିଶେଷଣ - (ସଂସ୍କୃତ - ସ୍ଥାୟୀ)
ସମ୍ପାଦନା- ୧. ଚିରସ୍ଥାୟୀ — ୧. Permanent.
- ୨. ଚିର —୨. Lasting.
- ୩. ଥୟ; ସ୍ଥିର; ସୁଦୃଢ଼ — ୩. Permanently settled.
- ୪. ସଂସାରରେ ସଚଳ ଅବସ୍ଥାରେ ଅବସ୍ଥିତ — ୪. Comfortably settled in the world.
- ୫. ବିପଦରୁ ରକ୍ଷାପ୍ରାପ୍ତ —୫. Saved from danger.
ବି—(ସଂସ୍କୃତ - ସ୍ଥିରତା)
ସମ୍ପାଦନାସ୍ଥିରତା —Certainty.