ଥାଈ
ଥାଈ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଥାଇତ୍, ଥାଇତି—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ବିଶେଷଣ - (ସଂସ୍କୃତ - ସ୍ଥାୟୀ) ସମ୍ପାଦନା
- ୧. ଚିରସ୍ଥାୟୀ — ୧. Permanent.
- ୨. ଚିର —୨. Lasting.
- ୩. ଥୟ; ସ୍ଥିର; ସୁଦୃଢ଼ — ୩. Permanently settled.
- ୪. ସଂସାରରେ ସଚଳ ଅବସ୍ଥାରେ ଅବସ୍ଥିତ — ୪. Comfortably settled in the world.
- ୫. ବିପଦରୁ ରକ୍ଷାପ୍ରାପ୍ତ —୫. Saved from danger.
ବି—(ସଂସ୍କୃତ - ସ୍ଥିରତା) ସମ୍ପାଦନା
ସ୍ଥିରତା —Certainty.