ଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା ଧାତୁ) ସମ୍ପାଦନା

୧. ଠା; ସ୍ଥାନ — ୧. Place.
୨. (କଚେରିଆ ସାଙ୍କେତିକ) ଥାନା (ଦେଖ) - ୨. Thānā (See)

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

ସ୍ଥିର; ନିଶ୍ଚିତ —Fixed; certain.

ଅ—(ଅନାଦରାର୍ଥକ) ସମ୍ପାଦନା

୧. ଏଠାରେ ଅବସ୍ଥାନ କର — ୧. (you) Stay.
୨. ଅପେକ୍ଷାକର —୨. Wait.
୩. ବନ୍ଦକର —୩. Stop.

ଅନୁବାଦ ସମ୍ପାଦନା

(ଥାଆ—ଅନ୍ୟରୂପ)

(ଥାଅ—ଆଦରାର୍ଥକ ରୂପ)

(ଥାଆନ୍ତୁ, ଥାଉନ୍ତୁ—ମାନ୍ୟାର୍ଥକରୂପ)

କ୍ରି—(ମଧ୍ୟମ ପୁରୁଷ ଅନୁଜ୍ଞା ଅନାଦରାର୍ଥ ତୁ) ସମ୍ପାଦନା

୧. ସ୍ଥିର ହୁଅ; ଏଠାରେ ରହ —୧. (you) Please stay here.

ଟୁକେଇ ମୁଷିଲୋ ଟୁକେଇ ମୁଷି, ଧାନ ଭରଣକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି—ଶିଶୁରଞ୍ଜନ, ପଦ

୨. (ଅନ୍ୟ କ୍ରିୟାର ଅସମାପିକାରୂପ ସଙ୍ଗେ ଯୁକ୍ତ) ଅମୁକ କ୍ରିୟା କର —୨. (you) Please do (such an act).

ଶୁଣିଆ ମୋହ ଠାରୁ ଧୃତରାଷ୍ଟ୍ର ଚାଟ ଗଦା ଫିଙ୍ଗି ଭାଙ୍ଗି ଦେବି ତୋ ଜାନୁ ଆଣ୍ଟ କୃଷ୍ଣସିଂହ. ମହାଭାରତ. ସଭା

[ଦ୍ରଷ୍ଟବ୍ୟ —ସଂ, ସ୍ଥା ଧାତୁରୁ ଓଡ଼ିଆ 'ଥା' ରୂପ ହୋଇ ଥିବା, ଥିଲା, ଥାଇ, ଥାଏ, ଥା, ଥାଅ, ଥାଆ, ଥାନ୍ତି, ଥାଆନ୍ତି, ଥିଲେ, ଥାଉ, ଥାନ୍ତୁ, ଥାଆନ୍ତୁ, ଥାଉନ୍ତୁ, ଥାଆନ୍ତେ ଇତ୍ୟାଦି ରୂପ ହୁଏ ୚ଞ୍ଜାମରେ 'ଥାଉଛି' ଶବ୍ଦ 'ଅଛି' ଅର୍ଥରେ ବ୍ୟବହୃତ ହୁଏ]