ଥଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳୀ) ସମ୍ପାଦନା

୧. ସମତଳ ପଡ଼ିଆ ଭୂମି — ୧. A level field.
୨. ସ୍ଥାନ —୨. A place.

ନୀଆଳୀ ନାମେ ପ୍ରାଚୀତୀରେ ସ୍ଥିତ ସୁଥଳି ଏ ମହୀରେ— ଜଗବନ୍ଧୁ, ପ୍ରାଚୀନ ଉତ୍କଳ

୩. ଥଳୀ (ଦେଖ) - —୩. Thaḻī (See)