ଥଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳୀ) ସମ୍ପାଦନା

୧. ଥାଳି; ଚଡ଼ୁଆ — ୧. A plate; small tray; platter.
୨. (ଗୋରୁ) ଗଳକମଳ — ୨. Dewlap.

ବେକର ଥଳାଟା ଆଉ ଗାଈଠାରୁ କିଛି ଝୁଲୁଛି ଫକୀରମୋହନ, ଛମାଣଆଠଗୁଣ୍ଠ