ଥଳକୂଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ ଓ କୂଳ) ସମ୍ପାଦନା

୧. ଗଭୀରତାର ପରିମାଣ ଓ ନଦ୍ୟାଦିର ଅପର ପାରର ଇୟତ୍ତା — ୧. Ascertainment of the depth and the opposite shore of an expanse of water.

ନ ପାଇ ତାର ଥଳକୂଳ, ଏରୂପେ ସେ କାରୁଣ୍ୟ ଜଳ ଭୂପତି, ପ୍ରେମପଞ୍ଚାମୃତ

୨. ସ୍ଥିରତା; ନିଶ୍ଚୟତା —୨. Certainty.

(ଯଥା—ତା କଥାରେ ମୁଁ କିଛି ଥଳକୂଳ ପାଉନାହିଁ)