ଥଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥଳ) ସମ୍ପାଦନା

୧. ନଦୀର ଅଳ୍ପଜଳ ଥିବା ସ୍ଥାନ; ନଦୀର ଯେଉଁଠାରେ ଲୋକେ ଜଳରେ ପଶି ପାର ହୋଇ ପାରନ୍ତି —୧. Ford in a river.
୨. ଜଳର ତଳ —୨. Ground at the bottom of water.
୩. ସ୍ଥିତି —୩. Position.
୪. ସ୍ଥଳ; ଭୂଭାଗ; ଜଳହୀନ ଭୂଭାଗ —୪. Land.

ଥଳ ତେଜି ଜଳ ମରାଳେ ଦେଖି ପଶିଲେ ଲାଜେ ପ୍ରତାପ ଶଶିଶେଣା

୫. ସ୍ଥାନ; ଜାଗା —୫. Place.
୬. ପାଣି ଭିତରେ ଠିଆ ହେବାର ସ୍ଥାନ — ୬. A footing found in water.

ନଦୀ ଦିଏ ଥଳ, ବନ୍ଧୁ ଦିଏ ବଳ ଢଗ

୭. କ୍ଷେତ; ତୀର୍ଥ —୭. Holy place.

କପୋତେଶ୍ୱର ଶିବ ଥଳ, ନିକଟେ ଶୁଣି ନିଳାଞ୍ଚଳ ଭୂପତି, ପ୍ରେମପଞ୍ଚାମୃତ

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

ମନୁଷ୍ୟ ପାଣିରେ ପଶି ପାର ହୋଇଯିବା ଯୋଗ୍ୟ (ନଦ୍ୟାଦି) ଅଗଭୀର —Fordable (water); not deep.

ବନ୍ଧାଅ ସେତୁ ବାନ୍ଧି ଅଚଳ, ମୁଁ ପୁଣି କିଛି ହୋଇବି ଥଳ, ପାର ହୋଇବେ ସକଳ ବଳ, କିମ୍ପାଇ ଭାଳ ହେ ବିଶ୍ୱନାଥ, ବିଚିତ୍ରରାମାୟଣ