ଥଲଥଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଥଳଥଳ, ଥଲଥଲିଆ, ଥଳଥଳିଆ, ଥଲଥଲକା, ଥଲଥଲକିଆଅନ୍ୟରୂପ

=== ଦେଶଜ - ବିଶେଷଣ -

(ସଂସ୍କୃତ - ଶିଥିଳ; ଲୋଳ; କାଦୁଆ; ନରମା ଓ ମେଞ୍ଚା ମେଞ୍ଚା; ଦଲଦଲିଆ) —୧. Flabby; flaceid; soft and loose; soft and fleshy.

୨. ଥାକୁଲା; ସ୍ଥୂଳକାୟ — ୨. Fat; corpulent.
୩. ଉତ୍ତମରୂପେ କାଠୁଆ ହୋଇ ନ ଥିବା; ନରମା ଓ ଘନ —୩. Coagulated but not hardened; soft and thick; condensed.