ଥଲଥଲ
ଥଲଥଲ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଥଲଥଲ
|
ଥଳଥଳ, ଥଲଥଲିଆ, ଥଳଥଳିଆ, ଥଲଥଲକା, ଥଲଥଲକିଆଅନ୍ୟରୂପ
=== ଦେଶଜ - ବିଶେଷଣ -
(ସଂସ୍କୃତ - ଶିଥିଳ; ଲୋଳ; କାଦୁଆ; ନରମା ଓ ମେଞ୍ଚା ମେଞ୍ଚା; ଦଲଦଲିଆ) —୧. Flabby; flaceid; soft and loose; soft and fleshy.
- ୨. ଥାକୁଲା; ସ୍ଥୂଳକାୟ — ୨. Fat; corpulent.
- ୩. ଉତ୍ତମରୂପେ କାଠୁଆ ହୋଇ ନ ଥିବା; ନରମା ଓ ଘନ —୩. Coagulated but not hardened; soft and thick; condensed.