ଥର ଥରକେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

ଥରେ ଥରେ; କୌଣସି କୌଣସି ସମୟରେ — At times.

ଥର ଥରକେ ମୋ ଅଙ୍ଗ, ଥରଥର ହୁଏ କାମ ଶର ଘାତେ କବିସୂର୍ଯ୍ୟ, ତୁମ୍ପା ଗୀତ